Jump to content

ଗାଡ଼ି

ଉଇକିଅଭିଧାନ‌ରୁ

ଗାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଷ୍ଟ; ଗନ୍ତ୍ରୀ; ଗାନ୍ତ୍ରୀ)[ସମ୍ପାଦନା]

୧. ରଥ —୧. Car.
୨. ଶତଗଡ଼ —୨. Cart.
୩. ବଗି —୩. Carriage.
୪. ରେଳଗାଡ଼ି —୪. Railway train

[ଦ୍ରଷ୍ଟବ୍ୟ —ସାଧାରଣତଃ ଚକ୍ରଯୁକ୍ତ ବାହନକୁ ଗାଡ଼ କହନ୍ତ ଗାଡ଼ି ନାନାପ୍ରକାରର ଅଛି କୌଣସି କୌଣସି ଗାଡ଼ି ମନୁଷ୍ୟ, ବଳଦ, ମଇଁଷି, ଘୋଡ଼ା, ଛେଳ, ଉଟ, ହାତୀ, ହରିଣ ଆଦିଦ୍ୱାରା ଚଳିତ ହୁଏ କୌଣସି କୌଣସି ଗାଡ଼ି ବାଷ୍ପ, ବଦ୍ୟୁତ୍ ଆଦି ବୌଜ୍ଞାନିକ ଶକ୍ତିଦ୍ୱାରା ଚାଳିତ ହୁଏ; କୌଣସି କୌଣସି ଗାଡ଼ି ଆରୋହୀର ହସ୍ତ ପଦାଦିର ବଳପ୍ରୟୋଗଦ୍ୱାରା ଚାଳିତ ହୁଏ]