ଗାଣ୍ଠିବା
ଦେଖଣା
ଗାଣ୍ଠିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରୀ. (ସଂସ୍କୃତ - ଗ୍ରନ୍ଥନ; ପ୍ରା. ଗଣ୍ଠନ)
[ସମ୍ପାଦନା]- ୧. ଦୃଢ଼ ବା ଗାଢ଼ ଭାବରେ ଧରିବା; ଜାବୁଡ଼ିବା — ୧. To hold or grasp tightly.
- ୨. ଚାରିଆଡ଼ୁ ଚିପିବା — ୨. To press tightly from all sides.
- ୩. କାବୁ କରିବା; ଅବଶ କରିବା; ଜବତ କରିବା — ୩. To push one into a tight corner.
(ଯଥା—ତାକୁ ରୋଗ ଗାଣ୍ଠିଛ)