ଗାଣ୍ଡିକନା ମୁଣ୍ଡରେ ବାନ୍ଧିବା
- ରୋ.ଟ୍ରା. — Gāṇḍikanā muṇḍare bāndhibā
- ଆଇ.ପି.ଏ. — ɡˈanɖikˌʌna mˈunɖʌɾˌew bˈandʰibˌa
ଗାଣ୍ଡିକନା ମୁଣ୍ଡରେ ବାନ୍ଧିବା
(ଲକ୍ଷଣାର୍ଥ) ଅତିଶୟ ବିରକ୍ତ ହେବା; ଅତ୍ୟନ୍ତ ଚିଡ଼ି ଯିବା —To become very much enraged or irritated; to be besides one-self in anger.