ଗାଣ୍ଡି ମାରିବା

ଉଇକିଅଭିଧାନ‌ରୁ

ଗାଣ୍ଡି ମାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - (ଅଶ୍ଳୀଳ)କ୍ରିୟାପଦ -[ସମ୍ପାଦନା]

୧. ଏକ ପୁରୁଷ ଅନ୍ୟ ଅନ୍ୟପୁରୁଷକୁ ଅସ୍ପାଭାବିକ ପ୍ରଣାଳୀରେ ଗୁହ୍ୟଦ୍ୱାର ବାଟେ ମୈଥୁନ କରିବ —୧. To satiate lust by cohabiting a male through the anus; to be the active agent in sodomy.
୨. ସ୍ତ୍ରୀ ସହବାସ କରିବା — ୨. To cohabit a woman.
୩. (ଲକ୍ଷଣାର୍ଥ) ଅନ୍ୟକୁ ଠକାଇବା; ଚିତା କାଟିବା — ୩. (figurative) To cheat or deceive another.
୪. ଛପର ଘର ଚାଳର ଶେଷ ବା ଓଳିପାଖେ ଛୁଆଣି ହୋଇଥିବା ନଡ଼ାର ଶେଷ ମୁଣ୍ଡ (ଗାଣ୍ଡି)କୁ ହାତ ବା ପଟା ବା ନଡ଼ାବିଡ଼ାଦ୍ୱାରା ବାଡ଼େଇ ଚାଳକୁ ସମତୁଲ କରିବା —୪. To level up the protruding ends of the straw bulging beyond the eve of the thatch by beating it with the palm or a plate.

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -[ସମ୍ପାଦନା]

୧. ଦୁଇଜଣ ବସିଥିବା ଅବସ୍ଥାରେ ତୃତୀୟ ବ୍ୟକ୍ତି ତାଙ୍କୁ ମଧ୍ୟରେ ବସି ପରିବ ଏଥିପାଇଁ ସେ ଦୁହେଁ ବା ତହିଁମଧ୍ୟରୁ ଜଣେ ଘୂଞ୍ଚି ବସିବ — ୧. (two persons who are sitting together) To move in order to make room for a third person to sit between them.
୨. ବସିଥିବା ଲୋକ ବସି ବସି ଘୂଞ୍ଚିବା — ୨. To move on while in a sitting posture.



ଗାଣ୍ଡି ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଅଶ୍ଳୀଳ)[ସମ୍ପାଦନା]

୧. ଗୁଦା ମୌଥୁନ କରିବା
୨. ସ୍ତ୍ରୀ ମୈଥୁନ କରିବା—୩ ପ୍ରତାରଣା କରିବା; ଠକାଇବା