Jump to content

ଗାନ୍ଥିବା

ଉଇକିଅଭିଧାନ‌ରୁ

ଗାନ୍ଥିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗ୍ରଥ ଧାତୁ; ଗ୍ରନ୍ଥନ)[ସମ୍ପାଦନା]

୧. କାନ୍ଥଆଦି କାମ ପାଇଁ କାଦୁଅ ବା ଚୁନଦ୍ୱାରା ଇଟା ପଥର ଆଦି ଜୋଡ଼ିବା; ଇଟା ପଥରଆଦି କାଦୁଅ ବା ଚୂନରେ ବସାଇବା — ୧. To set stones or bricks with mortar.
୨. ମାଳାଆଦି ଗୁନ୍ଥିବା — ୨. To string together (beads etc)