ଗାଫିଲ୍

ଉଇକିଅଭିଧାନ‌ରୁ

ଗାଫିଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଆରବୀ - ଗଫ୍ଲତ୍)[ସମ୍ପାଦନା]

୧. ଅମନୋଯୋଗ —୧. Inattention.
୨. ଅବହେଳା —୨. Negligence.
୩. ଅସାବଧାନତା —୩. Carelessness.