ଗାର
ଦେଖଣା
ଗାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ରେଖା, ଗିରା —୧. A line; stripe.
- ୨. ଲେଖା ବା ଗଣନା — ୨. Mention; countion.
- ୩. ଓଜନ କରିବା ପରିମାଣବିଶେଷ — ୩. A particular standard of weight.
- ୪. ଦାଗ; ଚିହ୍ନ —୪. Mark.
ଥିଲା ଯେ ସ୍ତନେ ନଖ ଚନ୍ଦ୍ରମାଗାର ଭଞ୍ଜ. ପ୍ରେମସୁଧାନିଧି
- ୫. ତଲିକା —୫. List.
କୃଷ୍ଣ ଅର୍ଜନରେ ଅପ୍ରାଧି କରିବାରେ ଲେଖା ହେଲିନି ତୁହି ରାକ୍ଷାସଙ୍କ ଗାରେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ବାଲେଶ୍ୱରୀ ଦୁଇ ସେର ଓଜନ ପରିମାଣ — A standard of weight of ୨ seers.
ପ୍ରାଦେଶିକ - (କଟକ) ବିଶେଷ୍ୟ -
[ସମ୍ପାଦନା]ଏକବିଶା ବା କଟକୀ ୧ ୧/୪: ସେର — A standard of weight.