ଗାର

ଉଇକିଅଭିଧାନ‌ରୁ

ଗାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଆ)[ସମ୍ପାଦନା]

୧. ରେଖା, ଗିରା —୧. A line; stripe.
୨. ଲେଖା ବା ଗଣନା — ୨. Mention; countion.
୩. ଓଜନ କରିବା ପରିମାଣବିଶେଷ — ୩. A particular standard of weight.
୪. ଦାଗ; ଚିହ୍ନ —୪. Mark.

ଥିଲା ଯେ ସ୍ତନେ ନଖ ଚନ୍ଦ୍ରମାଗାର ଭଞ୍ଜ. ପ୍ରେମସୁଧାନିଧି

୫. ତଲିକା —୫. List.

କୃଷ୍ଣ ଅର୍ଜନରେ ଅପ୍ରାଧି କରିବାରେ ଲେଖା ହେଲିନି ତୁହି ରାକ୍ଷାସଙ୍କ ଗାରେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ


ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ବାଲେଶ୍ୱରୀ ଦୁଇ ସେର ଓଜନ ପରିମାଣ — A standard of weight of ୨ seers.

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ଏକବିଶା ବା କଟକୀ ୧ ୧/୪: ସେର — A standard of weight.