Jump to content

ଗାଲ

ଉଇକିଅଭିଧାନ‌ରୁ

ଗାଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଲ୍ଲ)

[ସମ୍ପାଦନା]
୧. ଚଣ୍ଡଦେଶ; ମୁହଁର ଦୁଇ ପାଖେ କାନ ଓ ପାଟି ମଧ୍ୟରେ ଥିବା ବିସ୍ତୃତ କୋମଳ ଅଂଶ — ୧. The cheek.
୨. ଗାଲ ତଳେ ପାଟି ଭିତରେ ସମ୍ଭାଇବା ବସ୍ତୁ; କଳ — ୨. A mouthful of something.

(ଯଥା—ସେ ପାଟିରେ ପାନ ଗାଲେ ପୁରାଇ ସଭାରେ ବସିଛି)