Jump to content

ଗାଲରେ ଚୂନକଳା ଦେବା

ଉଇକିଅଭିଧାନ‌ରୁ

ଗାଲରେ ଚୂନକଳା ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଲଜ୍ଜାଜନକ କାର୍ଯ୍ୟକାରୀ ବା ଅପରାଧକାରୀ ବ୍ୟକ୍ତିକୁ ଅପମାନିତ କରିବା ଉଦ୍ଦେଶ୍ୟରେ ବା ଦଣ୍ଡ ସ୍ୱରୂପ ତାହାର ଏକ ଗାଲରେ ଚୂନ ଓ ଅନ୍ୟ ଗାଲରେ କାଳି ଲେପିବା — To besmear one cheek of an offender white and another black as punishment.