ଗିଡ଼ିଗିଡ଼ି

ଉଇକିଅଭିଧାନ‌ରୁ

ଗିଡ଼ିଗିଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଘିଡ଼ିଘିଡ଼ି; ଶଗଡ଼ର ଚକ ଟାଣ ଭୂମିରେ ୚ଡ଼ିବାର ଶବ୍ଦ — ୧. Sound of the wheels of a cart rolling on hard ground; rattling sound.
୨. ମର୍ଦ୍ଦଳାଦି ବାଦ୍ୟର ଶବ୍ଦ — ୨. Sound of drum-beating.

[ଦ୍ରଷ୍ଟବ୍ୟ —୚ଡ଼ଗଡ଼ ଅପେକ୍ଷା ଗିଡ଼ିଗିଡ଼ି ନିମ୍ନଧ୍ୱନି]