ଗିଣିଗିଣା
ଦେଖଣା
ଗିଣିଗିଣା
ଉଚ୍ଚାରଣ
[ସମ୍ପାଦନା](ଗିଣିଗିଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅନୁନାସିକ — ୧. Nasal.
- ୨. ଯେ କଥା କହିଲା ବେଳେ ଅନୁନାସିକ ଶବ୍ଦ ଉଚ୍ଚାରଣ କରେ —୨. Uttering nasal sounds while speaking.
- ୩. ଯେ ସର୍ବଦା ଅସନ୍ତୁଷ୍ଟ —୩. Always grumbling.
- ୪. ଅତ୍ୟନ୍ତ ସରୁ —୪. Very slender.
- ୫. ଅସଂସ୍କୃତ —୫. Unswept.
- ୬. ଗୁଣୁଗୁଣୁ ସ୍ୱରକାରୀ —୬. Humming; buzzing.