ଗିନି ଗ୍ରାସ୍

ଉଇକିଅଭିଧାନ‌ରୁ

ଗିନି ଗ୍ରାସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ -(ଇଂରାଜୀ - ଗିନୀ+ଗ୍ରାସ୍)[ସମ୍ପାଦନା]

ଏକ ପ୍ରକାର ସବୁଜ— ବିଦେଶୀ ମନୋହର ଘାସ —Guinea-grass.

[ଦ୍ରଷ୍ଟବ୍ୟ —ଏ ଘାସକୁ ଲୋକେ ଆଣି ସଉକିରେ ବଗିଚାରେ ଲଗାନ୍ତି]