ଗିରେଇବା
ଦେଖଣା
ଗିରେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗିରିବା 'କ୍ରିୟାର' ଣିଦନ୍ତ ରୂପ — ୧. Causative form of Giribā
- ୨. ତଳେ ପକାଇବା —୨. To cause to fall down; to fell down.
- ୩. ଦାୟିତ୍ୱ ବା ଦୋଷ ଆଦି କୌଣସି ବ୍ୟକ୍ତି ଉପରେ ପକାଇବା —୩. To lay the blame or fault or responsibility on another's shoulder.
- ୪. କୌଣସି ବ୍ୟକ୍ତିକୁ ଆପଦରେ ପକାଇବା — ୪. To put a man in difficulty or danger.