Jump to content

ଗିର୍

ଉଇକିଅଭିଧାନ‌ରୁ

ଗିର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ=ଶବ୍ଦକରିବା+କ୍ୱିପ୍)[ସମ୍ପାଦନା]

୧. ବାକ୍ୟ; ବଚନ —୧. Word; speech.
୨. କଥିତ ଭାଷା —୨. Spoken language.
୩. କଣ୍ଠସ୍ୱର —୩. Voice; tone.