ଗିର୍ବା

ଉଇକିଅଭିଧାନ‌ରୁ

ଗିର୍ବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ଜାଲ ବା ଖିଅରେ ମାଛ ଧରିବା — To catch fish with a net or cloth.

ପ୍ରାଦେଶିକ - (ଲରିଆ) କ୍ରି. (ତୁଳ. ହିନ୍ଦୀ - ଗିର୍ନା)[ସମ୍ପାଦନା]

ପଡ଼ିଯିବା — To fall down.