ଗିର୍ମିଟ୍
ଦେଖଣା
ଗିର୍ମିଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ଇଂରାଜୀ - ଏଗ୍ରିମେଣ୍ଟ୍)
[ସମ୍ପାଦନା]ଏକରାର୍ନାମା; ଚୁକ୍ତିପତ୍ର; ଯେଉଁ ଦଲୀଲରେ ଦୁଇ ପକ୍ଷଙ୍କ ମଧ୍ୟରେ ତର୍କ ବିତର୍କ ପରେ ସ୍ୱୀକୃତ ସରେତ୍ମାନ ଲେଖାଯାଏ — A deed of agreement.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗୃହମିତ୍ର; ଏହା ଗୃହସ୍ଥାର ମିତ୍ର ଥିବାରୁ)
[ସମ୍ପାଦନା]ଲୁହା ଭଅଁର —Auger.