ଗୁଁ ପୁଁ

ଉଇକିଅଭିଧାନ‌ରୁ

ଗୁଁ ପୁଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ଅସ୍ପଷ୍ଟଭାବରେ ବିଭକ୍ତିବା ଅନିଚ୍ଛାପ୍ରକାଶ — ୧. Grumbling.
୨. ଖେଳରେ ଗୋଳାଇବା — ୨. Use of unfair means in a game.
୩. ସିଦ୍ଧାନ୍ତର ଅସ୍ଥିରତା — ୩. Hesitancy; hesitation.
୪. ସନ୍ଦେହ —୪. Suspicious.

ଦେଶଜ - ବିଶେଷଣ -[ସମ୍ପାଦନା]

ଅସ୍ପଷ୍ଟଭାବରେ ଅନିଚ୍ଛାପ୍ରକାଶକାରୀ — Grumbling.