ଗୁଆଇବା

ଉଇକିଅଭିଧାନ‌ରୁ

ଗୁଆଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

'ଗାଇବା' କ୍ରିୟାର ଣିଜନ୍ତିରୂପ — Causative from of Gāibā

ବେଶ୍ୟା ପରି ଚୂତ କୋଳେ ପରଭୃତ ବସାଇ ଗୀତ ଗୁଆଇ ଯେ— ଭଞ୍ଜ. ବୈଦେହୀଶବିଳାସ