ଗୁଆତିରିଆ

ଉଇକିଅଭିଧାନ‌ରୁ

ଗୁଆତିରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂସ୍କୃତ - ଗୌତ୍ରୀୟ)[ସମ୍ପାଦନା]

ପୁରୀଜିଲାର ଶାସନବାସୀ କୁଳୀନ ବ୍ରାହ୍ମଣମାନଙ୍କର ୩ ଶାଖା ମଧ୍ୟରୁ ଏକତମ —One of the ୩ branches of high caste Brahmans in the puri sāsan village.

[ଦ୍ରଷ୍ଟବ୍ୟ —ଶାସନୀ କୁଳୀନ ବ୍ରାହ୍ମଣମାନେ ୩ ଶାଖାରେ ବିଭକ୍ତ; ଯଥା—ନନ୍ଦ, ବତ୍ସସ ଓ ଗୁଆତିରିଆ]