Jump to content

ଗୁଆଲା

ଉଇକିଅଭିଧାନ‌ରୁ

ଗୁଆଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଗୋପାଳ ଢୁଳ. ବଙ୍ଗାଳୀ - ଗୋୟାଲା)

[ସମ୍ପାଦନା]

ଗଉଡ଼ —Milkman.

ଦାକୁଡ଼ି ଗୁଡ଼ାକ ଗୁଆଲାଙ୍କ ଦୁଇ ଚାରି ଟଙ୍କାରେ ବିକି ଦିଏ ଫକୀରମୋହନ—ଗଳ୍ପସ୍ୱଳ୍ପ