ଗୁଇଁ
ଦେଖଣା
ଗୁଇଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖେଳରେ ଅପର ପକ୍ଷକୁ ଗୋପନ କରି ଭଣ୍ଡାଇବା —୧. Unfair means used in a game to win.
ଗୁଇଁ ଥିଲେ ପୁଇଁ ବାହାରି ପଡ଼େ—ଢ଼ଗ
- ୨. ଓଡ଼ିଶାରେ ସ୍ଥାୟୀ ଅଧିବାସୀ ବଙ୍ଗୀୟ ରଙ୍ଗୀଣୀଙ୍କ (ତନ୍ତୀ) ଉପାଧିବିଶେଷ — ୨. A family title of Bengali weavers.
[ଦ୍ରଷ୍ଟବ୍ୟ —ଏମାନେ ଓଡ଼ିଶାରେ ବହୁ ପୁରୁଷ ହେଲା ସ୍ଥାୟୀ ଅଧିବାସୀ ହୋଇ ଓଡ଼ିଆ ପାଲଟି ଯାଇଅଛନ୍ତି]
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]ଚାଳ ଘରର ମଥାନ — The summit of a thatched house.