ଗୁଗୁଚିଆ

ଉଇକିଅଭିଧାନ‌ରୁ

ଗୁଗୁଚିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ସଂସ୍କୃତ - ନାମ— ଚୋରପୁଷ୍ପୀ, ଚୋରକ, ଚୋରକଣ୍ଟକ

ଦେଶଜ - ବିଶେଷ୍ୟ - (ସଂସ୍କୃତ - କୁକାଶ)[ସମ୍ପାଦନା]

ଧାନ୍ୟାଦିବର୍ଗର ତୃଣବିଶେଷ — Spear grass; a kind of grass having awns on its grains which enter into ones cloth while walking and stick there; Loue thorn Andropogen aciculattus.

[ଦ୍ରଷ୍ଟବ୍ୟ —ଏହା ପଡ଼ିଆରେ ଜନ୍ମେ ଏହାର ଶୃଙ୍ଗଯୁକ୍ତ ଶସ୍ୟ ବା ଫୁଲ ପଡ଼ିଆରେ ଯିବା ଲୋକର ଲୁଗାରେ ଲାଗିଯାଏ]