ଗୁଚ୍ଛ

ଉଇକିଅଭିଧାନ‌ରୁ

ଗୁଚ୍ଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗୁ ଧାତୁ= ଶବ୍ଦ କରିବା+ ଅଧିକରଣ ଚ୍ଛ; ଯେଉଁଠାରେ ଭ୍ରମରମାନେ ଗୁଣୁ ଗୁଣୁ ଶବ୍ଦ କରନ୍ତି)[ସମ୍ପାଦନା]

୧. ପୁଷ୍ପସ୍ତବକ — ୧. A cluster of flowers.
୨. ପେଣ୍ଡା; ଗୋଚ୍ଛା — ୨. A bundle; cluster; bunch.
୩. ମୟୁରପୁଚ୍ଛ —୩. The tail of a peacock.
୪. ମୁକ୍ତାହାରବିଶେଷ — ୪. A thick string of pearls.
୫. ବତିଶସରିଆ ହାର — ୫. A ୩୨ stringed necklace.
୬. ମଲ୍ଲିକାଦି ଗଛ —୬. Plants (like jasmine) which shoot out in clusters from the ground.

[ଦ୍ରଷ୍ଟବ୍ୟ —ଏହାର କାଣ୍ଡମାନ ମୂଳରୁ ଗୋଚ୍ଛା ଗୋଚ୍ଛା ହୋଇ ବାହାରେ]