ଗୁଚ୍ଛଫଳ

ଉଇକିଅଭିଧାନ‌ରୁ

ଗୁଚ୍ଛଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ଗୁଚ୍ଛ+ ଫଳ)[ସମ୍ପାଦନା]

୧. କଦଳୀ ଗଛ — ୧. The banana tree.
୨. ରିଠା (ହିନ୍ଦୀ - ଶବ୍ଦସାଗର) —୨. The soapnut tree.
୩. ନିର୍ମଳା ଗଛ (ହିନ୍ଦୀ - ଶବ୍ଦସାଗର) — ୩. The clearing nut tree.
୪. କାକମାଚୀ (ହିନ୍ଦୀ - ଶବ୍ଦସାଗର) — ୪. Kākamāchī (See)


୫. ଅଙ୍ଗୁର (ହି . ଶଦ୍ଦସାଗର) —୫. Grapes.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଯେଉଁ ଗଛର ଫଳ ପେନ୍ଥା ପେନ୍ଥା ହୁଏ — (tree) with fruits in bunches.