Jump to content

ଗୁଜରାଟୀ

ଉଇକିଅଭିଧାନ‌ରୁ

ଗୁଜରାଟୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁର୍ଜ୍ଜର+ରାଷ୍ଟ୍ର)

[ସମ୍ପାଦନା]
୧. ଗୁଜରାଟ୍ ଦେଶୀୟ ବ୍ୟକ୍ତି —୧. A person belonging to Gujarat.
୨. ଗୁଜରାଟ୍ ଦେଶୀୟ ଭାଷା — ୨. Gujarati language.

ବିଶେଷଣ -

[ସମ୍ପାଦନା]

ଗୁଜରାଟସମ୍ୱନ୍ଧୀୟ —Relating to gujarat.

ପ୍ରାଦେଶିକ - (ଗଡ଼ଜାତ)—ବି

[ସମ୍ପାଦନା]

ଗୁଜରାଟ୍ ପ୍ରସ୍ତୁତ ଅତି ଉତ୍କୃଷ୍ଟ ତରବାରୀ —A very good sort of sword made in Gujarat.