ଗୁଜରାଟୀ

ଉଇକିଅଭିଧାନ‌ରୁ

ଗୁଜରାଟୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁର୍ଜ୍ଜର+ରାଷ୍ଟ୍ର)[ସମ୍ପାଦନା]

୧. ଗୁଜରାଟ୍ ଦେଶୀୟ ବ୍ୟକ୍ତି —୧. A person belonging to Gujarat.
୨. ଗୁଜରାଟ୍ ଦେଶୀୟ ଭାଷା — ୨. Gujarati language.

ବିଶେଷଣ -[ସମ୍ପାଦନା]

ଗୁଜରାଟସମ୍ୱନ୍ଧୀୟ —Relating to gujarat.

ପ୍ରାଦେଶିକ - (ଗଡ଼ଜାତ)—ବି[ସମ୍ପାଦନା]

ଗୁଜରାଟ୍ ପ୍ରସ୍ତୁତ ଅତି ଉତ୍କୃଷ୍ଟ ତରବାରୀ —A very good sort of sword made in Gujarat.