Jump to content

ଗୁଜରାଣ ଚଳାଇବା

ଉଇକିଅଭିଧାନ‌ରୁ

ଗୁଜରାଣ ଚଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଫରାସୀ - ଗୁଜରାନ୍=କାଳକ୍ଷେପଣ+ସଂସ୍କୃତ - ଚଳ ଧାତୁ)

[ସମ୍ପାଦନା]
୧. ଜୀବିକା ନିର୍ବାହ କରିବା — ୧. To eke out one's existence; to manage to live on.
୨. କାଳଯାପନ କରିବା —୨. To pass one's time.