ଗୁଜରୀ

ଉଇକିଅଭିଧାନ‌ରୁ

ଗୁଜରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଜର; ଏହା ଗାଜର ପରି ଗୋଲି ଥିବାରୁ)[ସମ୍ପାଦନା]

ସ୍ତ୍ରୀଲୋକମାଙ୍କର ପାଦର ଅଳଙ୍କାରବିଶେଷ — A kind of anklet.

[ ଦ୍ର—ଏଥିରେ ସମୟେ ସମୟେ ଘୁଙ୍ଗୁର ଲାଗିଥାଏ ଏହା ବଳା ଉପରେ ଓ ପଞ୍ଚମ ତଳେ ପିନ୍ଧା ହୁଏ]

୨. ମାରବାଡ଼ିମାନ ପୁନ୍ଧିବା ହାତର ଖଡ଼ୁବିଶେଷ — ୨. A kind of bracelet.
୩. ରାଗିଣୀବିଶେଷ — ୩. Name of a musical air.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଦୈନିକ; ଯାହା ପ୍ରତିଦିନ ହୁଏ — Which is held daily.

(ଯଥା—ଗୁଜରୀ ହାଟ)