Jump to content

ଗୁଞ୍ଜିବା

ଉଇକିଅଭିଧାନ‌ରୁ

ଗୁଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚୁଞ୍ଜ ଧାତୁ)

[ସମ୍ପାଦନା]
୧. ଗୁଣୁଗୁଣୁ ଶଦ୍ଦ କରିବା — ୧. To hum.

ବିହଙ୍ଗମିଥୁନେ କୂଜନ୍ତି, ମତ୍ତ ମଧୂପ ଯେ ଗୁଞ୍ଜନ୍ତି—ଜଗନ୍ନାଥ. ଭାଗବତ

୨. (ତୁଳ. ଫରାସୀ - ଗୁଂଜାନ୍=ଘନ; ଅବିରଳ; ଗୁଂଜାଇସ୍= ସ୍ଥାନ; ଜାଗା; ସୁବିଧା)—କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥମାନଙ୍କ ମଧ୍ୟରେ ଠେଲି ପୂରାଇବା —୨. To thrust or force a thing into other things.
୩. ଦୁଇଟି ଲେଖା ମଧ୍ୟରେ ନୁଆ ଲେଖା ପୂରାଇବା — ୩. To interpolate.
୪. (ସଂସ୍କୃତ - ଗୂହ ଧାତୁ=ଗୋପନ କରିବା) କୌଣସି ପଦାର୍ଥକୁ ଗୁପ୍ତ ସ୍ଥାନରେ (ଅଣ୍ଟାରେ, ଲୁଚା ଭିତରେ) ଲୁଚାଇବା — ୪. To secrete a thing.
୫. (ଲକ୍ଷଣାର୍ଥ) ଅନିଚ୍ଛାସର୍ତ୍ତ୍ୱେ ବା ଅଯାଚିତଭାବରେ କୌଣସି ବ୍ୟକ୍ତିକୁ କୌଣସି ପଦାର୍ଥ ଦେବା — ୫. To force a thing to a person unasked or against his consent.

(ଯଥା—ବାଳୁତବିଧବାଠେଇଁ ଗାଁଆଁବାଲା ଗୋଟାଏ ପୁଅ ଗୁଞ୍ଜିଦେଲେ)