Jump to content

ଗୁଞ୍ଜୁଗୁଞ୍ଜୁ

ଉଇକିଅଭିଧାନ‌ରୁ

ଗୁଞ୍ଜୁଗୁଞ୍ଜୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ

[ସମ୍ପାଦନା]

ଆସିବାମାତ୍ରକେ; ଉପସ୍ଥିତ ହେଲାକ୍ଷଣି (ରାତି, ସକାଳ, ସନ୍ଧ୍ୟା) —Immediately after the setting of (night, morning,evening).

(ଯଥା—ସଞ୍ଜ ଗୁଞ୍ଜୁଗୁଞ୍ଜୁ; ରାତି ଗୁଞ୍ଜୁଗୁଞ୍ଜୁ; ସେ ରାତି ଗୁଞ୍ଜୁଗୁଞ୍ଜୁ ହୋଇ ଆମ ଘରେ ପହଞ୍ଚିଗଲେ)