ଗୁଞ୍ଜୁରୁଗୁଞ୍ଜା

ଉଇକିଅଭିଧାନ‌ରୁ

ଗୁଞ୍ଜୁରୁଗୁଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

କେଳା ଆଦି ଜାତିଙ୍କ ଗୀତର ଡ଼ୁହା —The refrain of a song sung by the Keḻās etc.

ଗଡ଼ିଗଡ଼ ଗଲା ବେଲ, ଡମେଇ ମୁଣ୍ଡରେ ନଡ଼ିଆତେଲ , ମାଆ କରୁଥାଏ ଗେଲ ଗୁଞ୍ଜରୁଗୁଞ୍ଜା—କେଳା ଗୀତ