ଗୁଡ଼ାଇବା

ଉଇକିଅଭିଧାନ‌ରୁ

ଗୁଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗୁଡ଼ା ଧାତୁ= ବେଷ୍ଟନ କରିବା)[ସମ୍ପାଦନା]

୧. ବେଢ଼ାଇବା; ବେଷ୍ଟନ କରିବା — ୧. To wind (as a string round a thing).
୨. ସୁତାଆଦିକୁ ପିଣ୍ଡାକାରରେ ବାନ୍ଧିବା — ୨. To twist a thread or rope into a ball.
୩. ଭୂମିରୁ ଉଠାଇବା ପୂର୍ବରୁ ମସିଣାକୁ ବାରଂବାର ଲେଉଟାଇ ପିଣ୍ଡାକୃତ କରିବା — ୩. To wind up a mat.

ପ୍ରାଦେଶିକ - (ସମ୍ୱଲପୁର; ବାଲେଶ୍ୱର) ବିଶେଷ୍ୟ - (ଗୋ ସ୍ଥାନରେ ଗୁ ଉଚ୍ଚାରଣ)[ସମ୍ପାଦନା]

ଗୋଡ଼ାଇବା — To pursue; to run after.