ଗୁଡ଼ୁଗୁଡ଼ି

ଉଇକିଅଭିଧାନ‌ରୁ

ଗୁଡ଼ୁଗୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶିଶୁବଚନ)[ସମ୍ପାଦନା]

୧. ଅନ୍ଧାର ଗୁଡ଼ୁଗୁଡ଼ି; ଯେଉଁ ହସ୍ତ— ପଦବିହୀନ କାଳ୍ପନିକ ଜନ୍ତୁ ଭୂମିରେ ଗଡ଼ି ଗଡ଼ି ଯାଏ — ୧. An imaginary animal which moves rolling on the ground (uttered by mothers to scare infants to sleep or slience).

[ଦ୍ରଷ୍ଟବ୍ୟ —ଅବୁଝା ଶିଶୁମାନଙ୍କୁ ଡ଼ରାଇବା ପାଇଁ ମାତାମାନେ କାଳ୍ପନିକ 'ଅନ୍ଧାର ଗୁଡ଼ୁଗୁଡ଼ି'ର ଭୟ ଦେଖାଇ ଥାଆନ୍ତି]

୨. (ଧ୍ୱନ୍ୟନୁକରଣ) ସାନ ହୁକ୍କା — ୨. Small hubble-bubble.

ଦେଶଜ - ବିଶେଷଣ - (ବହୁବଚନ)[ସମ୍ପାଦନା]

ଅତି କ୍ଷୁଦ୍ର; ଖର୍ବକାୟ — Tiny; very small (many).

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ବାଦ୍ୟବିଶେଷ — A kind of drum.

ଧସା ନାଗରା ଜଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ୁଗୁଡ଼ି— ବ୍ରଜନାଥ. ସମରତରଙ୍ଗ