ଗୁଡ଼ୁଗୁଡ଼ି
ଦେଖଣା
ଗୁଡ଼ୁଗୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଶିଶୁବଚନ)
[ସମ୍ପାଦନା]- ୧. ଅନ୍ଧାର ଗୁଡ଼ୁଗୁଡ଼ି; ଯେଉଁ ହସ୍ତ— ପଦବିହୀନ କାଳ୍ପନିକ ଜନ୍ତୁ ଭୂମିରେ ଗଡ଼ି ଗଡ଼ି ଯାଏ — ୧. An imaginary animal which moves rolling on the ground (uttered by mothers to scare infants to sleep or slience).
[ଦ୍ରଷ୍ଟବ୍ୟ —ଅବୁଝା ଶିଶୁମାନଙ୍କୁ ଡ଼ରାଇବା ପାଇଁ ମାତାମାନେ କାଳ୍ପନିକ 'ଅନ୍ଧାର ଗୁଡ଼ୁଗୁଡ଼ି'ର ଭୟ ଦେଖାଇ ଥାଆନ୍ତି]
- ୨. (ଧ୍ୱନ୍ୟନୁକରଣ) ସାନ ହୁକ୍କା — ୨. Small hubble-bubble.
ଦେଶଜ - ବିଶେଷଣ - (ବହୁବଚନ)
[ସମ୍ପାଦନା]ଅତି କ୍ଷୁଦ୍ର; ଖର୍ବକାୟ — Tiny; very small (many).
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ବାଦ୍ୟବିଶେଷ — A kind of drum.
ଧସା ନାଗରା ଜଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ୁଗୁଡ଼ି— ବ୍ରଜନାଥ. ସମରତରଙ୍ଗ