ଗୁଡ଼ୁଗୁଡ଼ୁ
ଦେଖଣା
ଗୁଡ଼ୁଗୁଡ଼ୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଶଗଡ଼ ଭୂମିରେ ଗଡ଼ିବାର ଶବ୍ଦ — ୧. Rattling sound of a cart rolling on the ground.
- ୨. ଗଡ଼ିଗଡ଼ି ଚାଲିବାର ପ୍ରକାର ବା ରୀତି — ୨. Manner of rolling on the ground.
- ୩. ହୁକ୍କା ଖାଇବାର ଶବ୍ଦ — ୩. Bubbling sound of the hubble-bubble.
- ୪. (ସଂସ୍କୃତ - ଗୂର ଧାତୁ= ଗତି କରିବା)—ଶିଶୁମାନେ ଶୀଘ୍ର ଚାଲିବା ବା ଧାଇଁବାର ମଧୁର ପ୍ରକାର; କ୍ଷୁଦ୍ର ବସ୍ତୁର ଦ୍ରୁତଗମନ —୪. Act of children running; mode of little things moving.
(ଯଥା—ଜଗବନ୍ଧୁ ପିଲାଟି କିସୁନ୍ଦର ଗୁଡ଼ଗୁଡ଼ ହୋଇ ଚାଲୁଛି)