ଗୁଡ଼ୁଗୁଡ଼ୁ

ଉଇକିଅଭିଧାନ‌ରୁ

ଗୁଡ଼ୁଗୁଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଶଗଡ଼ ଭୂମିରେ ଗଡ଼ିବାର ଶବ୍ଦ — ୧. Rattling sound of a cart rolling on the ground.
୨. ଗଡ଼ିଗଡ଼ି ଚାଲିବାର ପ୍ରକାର ବା ରୀତି — ୨. Manner of rolling on the ground.
୩. ହୁକ୍କା ଖାଇବାର ଶବ୍ଦ — ୩. Bubbling sound of the hubble-bubble.
୪. (ସଂସ୍କୃତ - ଗୂର ଧାତୁ= ଗତି କରିବା)—ଶିଶୁମାନେ ଶୀଘ୍ର ଚାଲିବା ବା ଧାଇଁବାର ମଧୁର ପ୍ରକାର; କ୍ଷୁଦ୍ର ବସ୍ତୁର ଦ୍ରୁତଗମନ —୪. Act of children running; mode of little things moving.

(ଯଥା—ଜଗବନ୍ଧୁ ପିଲାଟି କିସୁନ୍ଦର ଗୁଡ଼ଗୁଡ଼ ହୋଇ ଚାଲୁଛି)