Jump to content

ଗୁଡ଼େଇପୁଡ଼େଇ ହେବା

ଉଇକିଅଭିଧାନ‌ରୁ

ଗୁଡ଼େଇପୁଡ଼େଇ ହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. (ମନ) ଘାଣ୍ଟିହେବା; ଉଦ୍ୱେଳିତ ହେବା — ୧. (mind) To be agitated.

ସମସ୍ତଙ୍କ ମନ ଗୁଡ଼େଇପୁଡ଼େଇ ହେଉ ଥାଏ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ପରସ୍ପର ଛନ୍ଦାଛନ୍ଦି ହେବା — ୨. To be interwined.