ଗୁଣାଇବା

ଉଇକିଅଭିଧାନ‌ରୁ

ଗୁଣାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଗୁଣ)[ସମ୍ପାଦନା]

'ଗୁଣିବାର' ଣିଜନ୍ତ ରୂପ — Causative form of Guṇibā

ଚଣ୍ଡୀ ଦର୍ଶନକୁ ଚଣ୍ଡୀ ଗୁଣାଅ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ