Jump to content

ଗୁଣ୍ଡା

ଉଇକିଅଭିଧାନ‌ରୁ

ଗୁଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଣ୍ଡ)[ସମ୍ପାଦନା]

୧. ଧୂଳି; ଚୂର୍ଣ୍ଣ — ୧. Dust; powder.

ଅନୁବାଦ[ସମ୍ପାଦନା]

୨. (ସଂସ୍କୃତ - ଗୁଟିକା) ଅନ୍ନର ଏକ କବଳ ପରିମିତ ଗୋଲକ; ହାତରେ ବଳାଯିବା ଏକ ଗ୍ରାସର ଅନ୍ନ — ୨. One mouthful or morsel of food or rice.

(ଯଥା—ପିଲାଟି ତରତର କରି ଦୁଇ ଗୁଣ୍ଡା ଖାଇ ପକାଇଲା)

୩. କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ —୩. Small particles.

ଅନୁବାଦ[ସମ୍ପାଦନା]

୪. ଦୁଷ୍ଟ ଲୋକ; ବୁଦମାଏସ୍; ଦୁର୍ବୃତ୍ତ ଲୋକ — ୪. Wicked person.
୫. ଅତ୍ୟାଚାରୀ ବ୍ୟକ୍ତି —୫. A bully.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚୂର୍ଣ୍ଣ କରଯାଇଥିବା — Powdered.