ଗୁଣ୍ଡି

ଉଇକିଅଭିଧାନ‌ରୁ

ଗୁଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କ୍ଷୁଦ୍ର ବସନ୍ତ ରୋଗ — ୧. A minor kind of small-pox.
୨. ପଶାଆଦି ଖେଳରେ ଖେଳାଳିମାନଙ୍କର ମେଳ ବା ପକ୍ଷ ବାନ୍ଧିବା —୨. Becoming pairs in a play.
୩. କ୍ଷୁଦ୍ର ଖଣ୍ଡାମାନ —୩. Small bits.
୪. ଧନିଆଆଦି ମିଶ୍ରିତ ଧୁଆଁ ପତ୍ରର ଚୂର୍ଣ୍ଣ — ୪. A preparation of tobacco powder.

[ ଦ୍ର—ଏହା ପାନ ସଙ୍ଗେ ଖିଆଯାଏ ଗଞ୍ଜାମରେ ଏହାକୁ ମସଲା କହନ୍ତି]

ଦେଶଜ - ବିଶେଷଣ -[ସମ୍ପାଦନା]

ଚୁର୍ଣ୍ଣିତ —Powdered.

ପ୍ରାଦେଶିକ - (ଗଞ୍ଜାମ) ବୈଦେଶଜ - (ତୈଲଙ୍ଗ) ବିଶେଷ୍ୟ -[ସମ୍ପାଦନା]

ବୋତାମ —Button.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ମହୁଲ ଫୁଲ — The Mahwa flower.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

କାଷ୍ଠବୃକ୍ଷ ବିଶେଷ — Mallolus Philipensis.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

୧. ସଗଡ଼ ଓ ହଳରେ ଯୋଚା ହେଉଥିବା ଗାଈ —୧. Cow yoked to a cart or plough.
୨. ଚରିବାବେଳେ ପରସ୍ପର ଛନ୍ଦା ହୋଇଥିବା ଦୁଇଟି ଗାଈ — ୨. Two cows tied to each other while grazing.