ଗୁଣ୍ଡୁରି
ଦେଖଣା
ଗୁଣ୍ଡୁରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୁଦ୍ର ପକ୍ଷିବିଶେଷ —୧. A kind of small bird like the sparrow.
[ ଦ୍ର—ଏହା ଘରଚଟିଆ ପରି ଛୁଟ୍ଛଟିକିଆ ପକ୍ଷବିଶିଷ୍ଟ ଏ ପ୍ରଥମ ବର୍ଷାବେଳେ ଘୁର୍ ଘୁର୍ ଶଦ୍ଦକରି ଜଙ୍ଗଲରେ ଉଡ଼ି ବୁଲେ]
ଅନୁବାଦ
[ସମ୍ପାଦନା]ଗୁଣ୍ଡୁରି
|
- ୨. ଧୂଳିରେ ଗାତ କରି ପଶି ରହିବା ଏକପ୍ରକାର ପୋକ; ବାଲିମେଣ୍ଡା ପୋକ; ଡ଼ୁଙ୍ଗେଇ — ୨. Sand-doree; a kind; a kind of insect living in dust by boring through it with its snout.
[ ଦ୍ର—ଏ ପୋକ ତିନି ପ୍ରକାର ଯଥା—୧ ହାତିଆଗୁଣ୍ଡୁରି— ଆକାରରେ ବଡ଼ ୨ ଚିତ୍ରାଗୁଣ୍ଡୁରି—ମଧ୍ୟଭଳି ଆକୃତ; ଦେହ ଚିତ୍ରିତ୩ କୁଜୀ ଗୁଣ୍ଡୁରି—ଅତି ଛୋଟ]