Jump to content

ଗୁଣ କରିବା

ଉଇକିଅଭିଧାନ‌ରୁ

ଗୁଣ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉପକାର କରିବା — ୧. To benefit.
୨. ଫଳପ୍ରଦ ହେବା — ୨. To be efficacious.
୩. ଗୁଣିବା; ଏକ ସଂଖ୍ୟାକୁ ଅନ୍ୟଦ୍ୱାରା ଗୁଣନ କରିବା — ୩. To multiply.

(ଯଥା—୩କୁ୫ଦ୍ୱାରା ଗୁଣ କଲେ ୧୫: ହେବ)