Jump to content

ଗୁପ୍ତଚର

ଉଇକିଅଭିଧାନ‌ରୁ

ଗୁପ୍ତଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗୁପ୍ତ+ଚର)

[ସମ୍ପାଦନା]
୧. ଗୋପନରେ ସମ୍ୱାଦ ସଂଗ୍ରହକାରୀ ଦୂତ; ଭେଦୁଆ; ଗୁଇନ୍ଦା —୧. A secret emissary; spy.
୨. ବଳରାମଙ୍କର ନାମ —୨. A name of Baḻarāma.