ଗୁପ୍ଚୁପ୍
ଦେଖଣା
ଗୁପ୍ଚୁପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା+ସଂସ୍କୃତ - ଚୁପ ଧାତୁ=ମୌନ ହେବା)
[ସମ୍ପାଦନା]- ୧. ଗୁପ୍ତ ବିଷୟ —୧. Secrecy.
- ୨. କଥା ନ କହିବା; ମୌନ —୨. Silence.
- ୩. ଦୁଧଛେନାର ମିଷ୍ଟାନ୍ନବିଶେଷ — ୩. A kind of sweetmeat.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୁପ୍ତ —୧. Secret.
- ୨. ମୌନାବଲମ୍ୱୀ —୨. Silent.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଗୋପନରେ —୧. Secretly.
- ୨. ତୁନି ହୋଇ —୨. Silently.