ଗୁପ୍‌ଚୁପ୍

ଉଇକିଅଭିଧାନ‌ରୁ

ଗୁପ୍‌ଚୁପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା+ସଂସ୍କୃତ - ଚୁପ ଧାତୁ=ମୌନ ହେବା)[ସମ୍ପାଦନା]

୧. ଗୁପ୍ତ ବିଷୟ —୧. Secrecy.
୨. କଥା ନ କହିବା; ମୌନ —୨. Silence.


୩. ଦୁଧଛେନାର ମିଷ୍ଟାନ୍ନବିଶେଷ — ୩. A kind of sweetmeat.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଗୁପ୍ତ —୧. Secret.
୨. ମୌନାବଲମ୍ୱୀ —୨. Silent.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଗୋପନରେ —୧. Secretly.
୨. ତୁନି ହୋଇ —୨. Silently.