ଗୁମ୍
ଦେଖଣା
ଗୁମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂସ୍କୃତ - ଗୁପ୍ତ ଧାତୁ=ଲୁଚାଇବା)
[ସମ୍ପାଦନା]- ୧. ନିସ୍ତବ୍ଧତା — ୧. Calmness; absence of sound; stillness.
- ୨. ତୁଷ୍ଣୀଭାବ —୨. Silence.
- ୩. ହଜିବା ଅବସ୍ଥା — ୩. State of missing.
- ୪. (ଧ୍ୱନ୍ୟନୁକରଣ) ତୋପର ଧ୍ୱନି — ୪. Booming of cannon.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିସ୍ତବ୍ଧ; ତୂଷ୍ଣୀଭୂତ — ୧. Calm and quiet; silent; dumb.
- ୨. ହଜିଥିବା —୨. Lost; missing.
- ୩. ଗୁପ୍ତ —୩. Secret; hidden.
ପ୍ରାଦେଶିକ - (ସମ୍ୱଲପୁର) ଅ
[ସମ୍ପାଦନା]ଅତି; ଅତ୍ୟନ୍ତ — Very; much.
[ ଯଥା—ମହାନଦୀରେ ଗୁମ୍ଦରହ୍ (ଅତି ଗଭୀର ସ୍ଥାନ) ଅଛେ]