ଗୁମ୍ଗୁମ୍
ଦେଖଣା
ଗୁମ୍ଗୁମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁମ୍ଗୁମ୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରୀଷ୍ମ)
[ସମ୍ପାଦନା]- ୧. ପବନ ନ ଥିବା ଅବସ୍ଥାରେ ହେବା ପ୍ରଚଣ୍ଡ ଗ୍ରୀଷ୍ମ; ନିର୍ବାତ ରୌଦ୍ରର ଗ୍ରୀଷ୍ମ — ୧. Excessive heat without wind; sweltering heat.
ଅନୁବାଦ
[ସମ୍ପାଦନା]ଗୁମ୍ଗୁମ୍
|
- ୨. (ଧ୍ୱନ୍ୟନୁକରଣ) ଅନ୍ୟର ପିଠିରେ ବିଧା ମାରିବାର ଗଭୀର ଶଦ୍ଦ; ଦୁମ୍ଦୁମ୍ ଶଦ୍ଦ —୨. Grave sound; sound produced by sound blows dealt on the back of a person with the fist.
- ୩. ବିଧା —୩. Sound blows with the fist.