ଗୁମ୍ଗୁମ୍

ଉଇକିଅଭିଧାନ‌ରୁ

ଗୁମ୍ଗୁମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରୀଷ୍ମ)[ସମ୍ପାଦନା]

୧. ପବନ ନ ଥିବା ଅବସ୍ଥାରେ ହେବା ପ୍ରଚଣ୍ଡ ଗ୍ରୀଷ୍ମ; ନିର୍ବାତ ରୌଦ୍ରର ଗ୍ରୀଷ୍ମ — ୧. Excessive heat without wind; sweltering heat.

ଅନୁବାଦ[ସମ୍ପାଦନା]

୨. (ଧ୍ୱନ୍ୟନୁକରଣ) ଅନ୍ୟର ପିଠିରେ ବିଧା ମାରିବାର ଗଭୀର ଶଦ୍ଦ; ଦୁମ୍ଦୁମ୍ ଶଦ୍ଦ —୨. Grave sound; sound produced by sound blows dealt on the back of a person with the fist.
୩. ବିଧା —୩. Sound blows with the fist.