ଗୁମ୍ଫା

ଉଇକିଅଭିଧାନ‌ରୁ

ଗୁମ୍ଫା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଗୁମ୍ଫା)—ଗୁଚ୍ଛ; ପେନ୍ଥା — ୧. Bunch.
୨. ବାହୁର ଅଳଙ୍କାର ବିଶେଷ; ବିଦ; ବାହୁର ବାଙ୍କ— ଡ଼େଉଁରିଆ —୨. An armlat consisting of several amulet-pieces strung together.
୩. ଖଡ଼ିକା ବା କାଠିରେ ଗୁନ୍ଥା ଫୁଲର ତୋଡ଼ା; ଫୁଲ— ଗଭା —୩. Nosegay.

ଅନୁବାଦ[ସମ୍ପାଦନା]

୪. (ସଂସ୍କୃତ - ଗୁହା; ଢ଼ୁଳ. ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା) ପର୍ବତଗୁହା —୪. Mountain-cave.
୫. ପର୍ବତରେ ଖୋଳା ଯାଇଥିବା ଗୂହା — ୪. Cave dug into a mountain; artificial cave.