ଗୁମ୍ଫା
ଦେଖଣା
ଗୁମ୍ଫା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଗୁମ୍ଫା)—ଗୁଚ୍ଛ; ପେନ୍ଥା — ୧. Bunch.
- ୨. ବାହୁର ଅଳଙ୍କାର ବିଶେଷ; ବିଦ; ବାହୁର ବାଙ୍କ— ଡ଼େଉଁରିଆ —୨. An armlat consisting of several amulet-pieces strung together.
- ୩. ଖଡ଼ିକା ବା କାଠିରେ ଗୁନ୍ଥା ଫୁଲର ତୋଡ଼ା; ଫୁଲ— ଗଭା —୩. Nosegay.
ଅନୁବାଦ
[ସମ୍ପାଦନା]- ୪. (ସଂସ୍କୃତ - ଗୁହା; ଢ଼ୁଳ. ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା) ପର୍ବତଗୁହା —୪. Mountain-cave.
- ୫. ପର୍ବତରେ ଖୋଳା ଯାଇଥିବା ଗୂହା — ୪. Cave dug into a mountain; artificial cave.