Jump to content

ଗୁରାଳି

ଉଇକିଅଭିଧାନ‌ରୁ

ଗୁରାଳି

ଉଚ୍ଚାରଣ

[ସମ୍ପାଦନା]
  • noicon(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୋଳାହଳ; ଘୋଘା — Hubbub; noise.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅସ୍ତବ୍ୟସ୍ତ ବା କାଉଳି ହୋଇ କୋଳାହଳ କରୁଥିବା —Making noise in a hurry.

ଧାଇଁଲେ ଗିଳିବାକୁ ହୋଇଣ ଗୁରାଳି—କୃଷ୍ଣସିଂହ. ମହାଭାରତ ଆଦି