Jump to content

ଗୁରୁଗୁରୁ

ଉଇକିଅଭିଧାନ‌ରୁ

ଗୁରୁଗୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ (ଧନ୍ୟନୁକରଣ)

[ସମ୍ପାଦନା]

ମଇଁଷିଙ୍କ ବେକରେ ବନ୍ଧା ଯାଇ— ଥିବା ବାଉଁଶ ଟିପାର ଧ୍ୱନି —The tinkling sound of bamboo bells suspended from the neck of a buffalo.

ମହିଷ ଟିପାର ଗୁରୁଗୁରୁ ଧ୍ୱନି, ଘୋଷେ ମୁଖରିତ ଅରଣ୍ୟ ସରଣୀ ରାଧାନାଥ. ଚିଲିକା