ଗୁରୁତା
ଦେଖଣା
ଗୁରୁତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁରୁ+ଭାବ. ତା)
[ସମ୍ପାଦନା]- ୧. ଗୁରୁପଣିଆ; ମନ୍ତ୍ରଦାତୃତ୍ୱ — ୧. The state of being a spiritual preceptor.
- ୨. ଶିକ୍ଷକତା —୨. Teachership.
(ଶିଷ୍ୟତା—ବିପରୀତ)
- ୩. ମହତ୍ୱ; ମର୍ଯ୍ୟାଦା — ୩. Dignity; greatness; nobility.
(ଲଘୁତା—ବିପରୀତ)
- ୪. ଭାରିପଣ; ଭାର; ଓଜନ — ୪. Heaviness; weight.
[ ଦ୍ର—ପଦାର୍ଥବିଜ୍ଞାନ ଅନୁସାରେ ପଦାର୍ଥର ଯେଉଁ ଶକ୍ତୀ ବା ଗୁଣ ଯୋଗୁଁ ଉକ୍ତ ପଦାର୍ଥ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ ତାହାର ନାମ ଗୁରୁତ୍ୱ; ବସ୍ତୁମାନଙ୍କର ଆକାର ଓ ପରିମାଣ ଅନୁସାରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାପ କମ୍— ବେଶି ହୁଏ ମଧ୍ୟ, ଯେଉଁ ପଦାର୍ଥ ପୃଥିବୀର କେନ୍ଦ୍ରଠାରୁ ଯେତେ ବେଶି ଦୁରରେ ଥାଏ, ତାହାପ୍ରତି ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ତେତେ କମ୍ ହୁଏ ]
- ୫. ଆତିଶଯ୍ୟ; ଆଧିକ୍ୟ — ୫. Greatness; excess.
- ୬. ଦୁର୍ବହଭାର —୬. Great burden.
- ୭. ଗାମ୍ଭୀର୍ଯ୍ୟ —୭. Gravity.
- ୮. କାଠିନ୍ୟ —୮. Hardness.
- ୯. ପୂଜ୍ୟତ୍ୱ —୯. Venerableness; respectability.