ଗୁରୁଦେବ
ଦେଖଣା
ଗୁରୁଦେବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ଗୁରୁ+ଦେବ)
[ସମ୍ପାଦନା]ଗୁରୁରୂପ ଦେବତା —One's preceptor who is like a deity.
ପ୍ରାଦେଶିକ - (ପୁରୀ)
[ସମ୍ପାଦନା]ଦେବତାଙ୍କ ନାମରେ ରୋଗୀ ଆଦିଙ୍କୁ ହୁକୁମ ଦେବା ବାବାଜୀ —A term of respect used for persons who profess to be possessed of the gift of prescribes medicines suggested as a deity.