ଗୁରୁବାର

ଉଇକିଅଭିଧାନ‌ରୁ

ଗୁରୁବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+ବାର)[ସମ୍ପାଦନା]

ରବିବାରର ୫ମ ଦିବସ, ବୃହସ୍ପତି ବାସର — Thursday.

[ ଦ୍ର—ହିନ୍ଦୁମାନଙ୍କ ମତରେ ଏହା ଲକ୍ଷ୍ମୀଙ୍କ ବାର; ଏ ଦିନ ଲକ୍ଷ୍ମୀପୂଜା ହୁଏ ଏଡିଶାରେ ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀପୂଜା ନିମନ୍ତେ ପ୍ରଶସ୍ତ ]