ଗୁଲ

ଉଇକିଅଭିଧାନ‌ରୁ

ଗୁଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଲ)[ସମ୍ପାଦନା]

୧. ପୋଡ଼ା ଗୁଡ଼ାଖୁ ଜଳି ଯାଇଥିବା ବଳିତା ବା ପିକାର ଭଗ୍ନାଶଂ —୧. The ashes of burnt Guṟḍ̠ākhu and cigar.

ଗୁଡ଼ାଖୁ ଗୁଲ, ମଦତ ଓ ଗଞ୍ଜେଇ ପାଉଁଶ ଫକୀରମୋନ. ଛମାଣଆଠଗୁଣ୍ଠ

୨. ବଳିତାର ଯେଉଁ ଅଂଶ ଜଳି ସାରି ପାଉଁଶ ହୋଇଥାଏ — ୨. Burnt up portion of a wick.
୩. ଅଗ୍ନିକଣା —୩. Particles of fire.

ଗ୍ରାମ୍ୟ - ବିଶେଷ୍ୟ - (ଶିଶୁରଞ୍ଜନ ବଚନ)[ସମ୍ପାଦନା]

ଶିଶୁବାଳକଙ୍କ ଲିଙ୍ଗ; କସିଆ — An infant's penis (affectionately called so by elders comparing it wath molasses.)